ଭାରତରେ ସପ୍ତାହକରେ ୮୭ ହଜାର କରୋନା ସଂକ୍ରମିତ

ଚିନ୍ତା ବଢ଼ାଉଛି ନୂଆ ପ୍ରଜାତିର ଭୂତାଣୁ,ଅଧିକ ଟେଷ୍ଟିଂ ପାଇଁ କେନ୍ଦ୍ରର ଗୁରୁତ୍ବ ନୂଆଦିଲ୍ଲୀ : ଭାରତରେ ଚଳିତ ସପ୍ତାହରେ କରୋନା ସଂକ୍ରମଣର ୮୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ହଠାତ୍‌ ସଂକ୍ରମଣ ବଢ଼ିବା ସହ ନୂଆ ପ୍ରଜାତିର ଅଧିକ ସଂକ୍ରମକ ଭୂତାଣୁ ଚିନ୍ତା ବଢ଼ାଇଛି। ଆଜି ୧୪,୨୬୪ ଜଣ କରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ସୁରକ୍ଷା ନିୟମାବଳିକୁ … Continue reading ଭାରତରେ ସପ୍ତାହକରେ ୮୭ ହଜାର କରୋନା ସଂକ୍ରମିତ